ବାରମ୍ବାର ପରିସ୍ରା ଲାଗୁଛି କି? | Frequent Urination in Odia | Overactive Bladder | Dr Debabrata Sabat
About this video
ଓଭରଆକ୍ଟିଭ୍ ବ୍ଲାଡର ଏକ ସାଧାରଣ ସମସ୍ୟା ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ ଓ ବେଳେ ବେଳେ ପରିସ୍ରା ରୋକିବା ସେମାନଙ୍କ ପାଇଁ ସମ୍ଭବପର ହୋଇ ନଥାଏ। ଏହି ସମସ୍ୟାର କାରଣ କ’ଣ? ଆସନ୍ତୁ ଏନେଇ ୟୁରୋଲୋଜିଷ୍ଟ ଡାକ୍ତର ଦେବବ୍ରତ ସାବତଙ୍କଠାରୁ ଅଧିକ ଜାଣିବା। ବାରମ୍ବାର ପରିସ୍ରା ଲାଗୁଛି କି? Overactive Bladder (OAB) is a condition in which there is a frequent and urgent need to urinate, often accompanied by the feeling of not being able to hold urine in, even when the bladder is not full. Medical advice is important for proper treatment and relief. Let's learn more from Dr Debabrata Sabat, a Urologist. In this Video. What causes Frequent Urination? in Odia