ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କେମିତି କରିବେ? | High Blood Pressure in Odia | Prof Dr Srikant Kumar Dhar
About this video
ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ ସବୁଠୁ ବଡ଼ ସମସ୍ୟା। ସବୁ ରୋଗର ମୂଳ କାରଣ ହେଉଛି ଉଚ୍ଚ ରକ୍ତଚାପ। ତେବେ କାହିଁକି ହେଉଛି ଉଚ୍ଚ ରକ୍ତଚାପ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ମେଡିସିନ୍ ସ୍ପେଶାଲିଷ୍ଟ ଡାକ୍ତର ଶ୍ରୀକାନ୍ତ କୁମାର ଧର, ଆସନ୍ତୁ ଜାଣିବାା