ଗର୍ଭ ରହିଛି କି ନାହିଁ ଜାଣିବେ କିପରି? | How to know when you are Pregnant? | Dr Smruti Shree Sahu
About this video
ମହିଳାମାନେ ଗର୍ଭଧାରଣ କଲେ କେମିତି ଜାଣିବେ? ଏହାର କୌଣସି ଲକ୍ଷଣ ରହିଛି ନା କୌଣସି ପରୀକ୍ଷା। ଆସନ୍ତୁ, ଏନେଇ ଅଧିକ ଜାଣିବା ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତିଶ୍ରୀ ସାହୁଙ୍କଠାରୁ, ଏହି ଭିଡିଓରେ। ଗର୍ଭ ରହିଛି କି ନାହିଁ ଜାଣିବେ କିପରି? Pregnancy signs often start with a missed period, but there can be many other clues too. From nausea to mood changes, understanding these symptoms is important for every woman. Let’s learn more from Dr Smruti Shree Sahu, an Obstetrician & Gynaecologist. How to know when you are Pregnant? in Odia