ଏକ୍ଟୋପିକ୍ ଗର୍ଭାବସ୍ଥା: କାରଣ ଓ ଚିକିତ୍ସା | What is Ectopic Pregnancy? in Odia | Dr Smruti Shree Sahu
About this video
ଏକ୍ଟୋପିକ୍ ଗର୍ଭାବସ୍ଥା କ’ଣ? ଏହାର କାରଣ କ’ଣ? ଏହା ହେଲେ ଜଣେ ମହିଳା ପୁଣି ଥରେ ଗର୍ଭଧାରଣ କରିପାରିବେ ତ? ଆସନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀ ସାହୁଙ୍କଠାରୁ ଜାଣିବା।