Skip to main content

ଭାତୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି? | Dr Diptiranjani Bisoyi on how to get rid of Warts | Skin Tags

Dr Diptiranjani Bisoyi25 December 202012:26563K views

About this video

ଭାତୁଡ଼ିକୁ ନେଇ ଅଧିକାଂଶ ଲୋକ ଚିନ୍ତିତ। ଏହାକୁ ଡାକ୍ତରୀ ଭାଷାରେ ସ୍କିନ୍‌ ଟ୍ୟାଗ୍‌ ବୋଲି କୁହାଯାଏ। ଏହା ବେକ, କାନ୍ଧ, ଜଙ୍ଘସନ୍ଧିରେ ଅଧିକ ହୋଇଥାଏ। ଯଦି ଚର୍ମରେ ଭାତୁଡ଼ି ବଢ଼ି ବଢ଼ି ଚାଲୁଛି, ତେବେ ଏହା ଚିନ୍ତାର ବିଷୟ। ତେବେ ଭାତୁଡ଼ି ହୁଏ କାହିଁକି? ଏହାର ପ୍ରକାର, ଚିକିତ୍ସାକୁ ନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଦିପ୍ତୀ ରଞ୍ଜନୀ ବିଶୋଈ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।