କାହିଁକି ବଢୁଛି ସିଜରିଆନ୍ ଡେଲିଭରି? | Dr Jaya Prakash Pani on Cesarean Delivery in Odia
About this video
ବିଶେଷକରି ଉଭୟ ବିକାଶ ଓ ବିକାଶଶୀଳ ଦେଶରେ ସିଜରିଆନ୍ ଡେଲିଭରି ଦ୍ରୁତ ବେଗରେ ବୃଦ୍ଧି ପାଉଛି। ହେଲେ କାହିଁକି ବଢୁଛି ସିଜରିଆନ୍ ଡେଲିଭରି? ଏଥିରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଥାଏ କି? ସିଜରିଆନ୍ ଡେଲିଭରି ପରେ କିପରି ନେବେ ନିଜର ଯତ୍ନ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।