ଗର୍ଭଧାରଣ ପ୍ଲାନିଂ କରୁଛନ୍ତି କି? | How to Prepare for Pregnancy? in Odia | Dr Jaya Prakash Pani
About this video
ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରୁ ପ୍ରସୂତି ବିଶେଷଜ୍ଞଙ୍କ ଦ୍ୱାରା ପରାମର୍ଶ ନେଲେ ଓ ନିୟମିତ ଭାବରେ ଚେକ୍ଅପ୍ କଲେ ଗର୍ଭ ଜନିତ ଗୁରୁତର ଜଟିଳତାକୁ ନିଶ୍ଚିତ ଭାବରେ ଏଡ଼ାଇ ଦିଆଯାଇପାରିବ। ପ୍ରସବ ସରଳ ସହଜ ହୋଇପାରିବ। ଆସନ୍ତୁ ଗର୍ଭଧାରଣ ପ୍ଲାନିଂ କରୁଥିଲେ କ’ଣ କ’ଣ କରିବା ଆବଶ୍ୟକ। ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଜାଣିବା।