Skip to main content

କ୍ୟାଲ୍‌ସିୟମ୍‌ ସପ୍ଲିମେଣ୍ଟ୍ସ ଖାଇଲେ କିଡ୍‌ନି ଷ୍ଟୋନ୍‌ ହୁଏ କି?|Calcium Supplements|Dr Jyoti Ranjan Parida

Dr Jyoti Ranjan Parida13 June 20263:40534 views

About this video

କ୍ୟାଲ୍‌ସିୟମ୍‌ ସପ୍ଲିମେଣ୍ଟ୍ସକୁ ନେଇ ଅନେକ ଲୋକଙ୍କ ମଧ୍ୟରେ ଭୁଲ ଧାରଣା ରହିଛି। ଯେମିତିକି ଏହି ଔଷଧ ଖାଇଲେ କିଡ୍‌ନି ଷ୍ଟୋନ୍‌ ହୁଏ। ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ ରୋଗୀ ଅଧାରୁ ଔଷଧ ଖାଇବା ବନ୍ଦ କରିଦିଅନ୍ତି। ତେବେ କେଉଁମାନେ କ୍ୟାଲ୍‌ସିୟମ୍‌ ସପ୍ଲିମେଣ୍ଟ୍ସ ଖାଇପାରିବେ? ଆସନ୍ତୁ, ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। କ୍ୟାଲ୍‌ସିୟମ୍‌ ସପ୍ଲିମେଣ୍ଟ୍ସ ଖାଇଲେ କିଡ୍‌ନି ଷ୍ଟୋନ୍‌ ହୁଏ କି? Calcium supplements are often used to support bone health and help meet the body’s calcium requirements. However, there are many myths and misconceptions about who should take them, when they should be taken, and whether they can cause side effects. Let's learn more from Dr Jyoti Ranjan Parida, a Rheumatologist. Can Calcium supplements cause Kidney Stones? in Odia