କରନ୍ତୁ ଏହି ୫ଟି ପ୍ରାଣାୟାମ - ସୁସ୍ଥ ରହିବ ଫୁସ୍ଫୁସ୍? | Pranayama for Healthy Lungs in Odia
Swasthya Plus Network19 May 20219:15238K views
About this video
ପ୍ରାଣାୟାମ ମନ, ମସ୍ତିଷ୍କ ଏବଂ ଶରୀର ପାଇଁ ବେଶ୍ ଲାଭଦାୟକ। ପ୍ରଶିକ୍ଷକ ଗଣେଶ୍ୱର ଗୋଚ୍ଛିକାରଙ୍କଠାରୁ ଆସନ୍ତୁ ଶିଖିବା ୫ଟି ପ୍ରାଣାୟାମ ବିଷୟରେ। କପାଳଭାତି ପ୍ରାଣାୟାମ ଭସ୍ତ୍ରିକା ପ୍ରାଣାୟାମ ହୃଦୟ ପ୍ରାଣାୟାମ ଅନୁଲୋମ-ବିଲୋମ ନାଡି-ଶୋଧନ ପ୍ରାଣାୟାମ Pranayama is very beneficial for the mind, brain, and body. Let's learn about 5 Pranayam from Yoga Instructor Ganeswar Gochhikar. Kapalbhati Pranayam Bhastrika Pranayama Hridaya Pranayama Anulom Vilom Pranayam Nadi Shodhana pranayama