ଶ୍ରବଣ ଶକ୍ତି କମିଯିବା: ଚିକିତ୍ସା କ’ଣ? | Hearing Loss: How to Treat? in Odia | Swarup Bikash Mishra
Swarup Bikash Mishra4 March 202412:544.6K views
About this video
କାନକୁ ଶୁଭା ନଯିବା କିମ୍ବା କମ ଶୁଭିବାକୁ ଶ୍ରବଣ ଦୋଷ ବୋଲି କୁହାଯାଏ। ଏହା ଜନ୍ମରୁ ପିଲା ପାଖରେ ଦେଖାଦେଇପାରେ, ବୟସ ବଢ଼ିଲେ କିମ୍ବା ଅନ୍ୟାନ୍ୟ ବାହ୍ୟ କାରଣ ଯୋଗୁଁ ହୋଇପାରେ। ତେବେ ଏହାର ଚିକିତ୍ସାସମ୍ଭବ କି? ଆସନ୍ତୁ, ବିଶିଷ୍ଟ ଶ୍ରବଣ ବିଶେଷଜ୍ଞ ସ୍ୱରୂପ ବିକାଶ ମିଶ୍ରଙ୍କଠାରୁ ଏବିଷୟରେ ସବିଶେଷ ତଥ୍ୟ ଜାଣିବା।