ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI
About this video
ମଣିଷ ଶରୀରରେ ସବୁଠୁ ଅଧିକା ଦେଖାଦଉଥିବା ସମସ୍ୟା ମଧ୍ୟରୁ ୟୁରିନ୍ ଇନଫେକ୍ସନ୍ ବା ମୂତ୍ରମାର୍ଗ ସଂକ୍ରମଣ ଅନ୍ୟମତ। ମୂତ୍ରାଶୟ କିମ୍ବା ମୂତ୍ରନଳୀରେ ଜୀବାଣୁ ସଂକ୍ରମଣକୁ ୟୁରିନ୍ ଇନଫେକ୍ସନ୍ କୁହାଯାଏ। ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ୟୁରିନ୍ ଇନଫେକ୍ସନ୍ ଅଧିକ ଦେଖାଯାଏ। ତେବେ କାହିଁକି ହୁଏ ୟୁରିନ୍ ଇନଫେକ୍ସନ୍? ଏହାର ଲକ୍ଷଣ, ଚିକିତ୍ସା ଓ ନିରାକରଣ ବିଷୟରେ ବିଶିଷ୍ଟ କିଡନି ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଆସନ୍ତୁ ଜାଣିବା।