କରୋନାର ନୂଆ ଲକ୍ଷଣ – ଅଣଦେଖା କରନ୍ତୁନି । Dr Jayanta Kumar Panda on New Symptoms of COVID-19 in Odia
About this video
ସାରା ବିଶ୍ୱରେ କରୋନା ଭୂତାଣୁର ମ୍ୟୁଟେସନ୍କୁ ନେଇ ଚିନ୍ତା ଦେଖାଦେଇଛି। କରୋନାର ନୂଆ ଲକ୍ଷଣ କ’ଣ? କେତେବେଳେ ପରୀକ୍ଷା କରିବେ? ଏଭଳି ଅନେକ କିଛି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। ତେବେ କୋଭିଡ୍ର ନୂଆ ଲକ୍ଷଣ କ’ଣ? କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ? ଶିଶୁଙ୍କୁ କୋଭିଡ୍ ହେଲେ କ’ଣ କରିବେ? ଏନେଇ ବିସ୍ତୃତ ଭାବେ କହିଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଜୟନ୍ତ କୁମାର ପଣ୍ଡା।