ପିଅନ୍ତୁ ଲାଉ ଜୁସ୍ – କମିବ ଓଜନ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ । Lauki Juice । Odia Healthy Recipe

Swasthya Plus Network22 August 20212:0016K views

About this video

ସୁସ୍ଥ ରହିବା ପାଇଁ ସଠିକ ପୋଷଣର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେଣୁ, ଖାଦ୍ୟରେ ସବୁଜ ପନିପରିବା ଯେପରିକି ଲାଉକୁ ସାମିଲ କରିବା ନିହାତି ଜରୁରୀ। ଏହାର ଜୁସ୍ ପ୍ରସ୍ତୁତ କରି ମଧ୍ୟ ପିଇପାରିବେ। ଏହା ଶରୀରକୁ ଶକ୍ତି ଯୋଗାଇବା ସହ ଶରୀରକୁ ଜରୁରୀ ପୁଷ୍ଟି ଦେଇଥାଏ ତଥା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଲାଉ ଜୁସ୍। Diet and nutrition are vital to maintaining good health. Here's how you can make healthy and delicious Lauki or Bottle Gourd Juice! This healthy recipe combines the goodness of Lauki, mint, ginger, and lime juice for a powerful drink to help you live well. This #SwasthyaFood video is crafted by home chef Pallabi Sabat.