ମହିଳାଙ୍କ ଡାଏଟ୍‌ | Diet for Women Health, in Odia | Women’s Nutrition | Sushree Tapaswini Das

Sushree Tapaswini Das8 March 202511:22823 views

About this video

ନାରୀ ହେଲେ ସଶକ୍ତ, ସୁନ୍ଦର ହେବ ଆମ ଭବିଷ୍ୟତ। ଗୋଟେ ନାରୀ ଯଦି ତା’ର ପୋଷଣ ପ୍ରତି ବିଶେଷ ଧ୍ୟାନ ଦେବ, ତା’ହେଲେ ଉଭୟ ଶାରୀରିକ ଏବଂ ମାନସିକ ଭାବେ ସେ ସୁସ୍ଥ ହୋଇପାରିବ। ଆସନ୍ତୁ, ଏହି ଭିଡିଓ ମାଧ୍ୟମରେ ଜାଣିବା କିଶୋରୀ ଅବସ୍ଥାରୁ ମେନୋପଜ୍‌ ଏବଂ ତା’ପରେ ଜଣେ ମହିଳାଙ୍କ ଡାଏଟ୍‌ କେମିତି ହେବା ଦରକାର?