ଡିମେନସିଆ ରୋଗ କ'ଣ? ଜାଣନ୍ତୁ କାରଣ ଓ ଚିକିତ୍ସା | Dr Samrat Kar on Dementia (Memory Loss) in Odia
About this video
ଡିମେନସିଆ ହେଉଛି ଏକ ମାନସିକ ସମସ୍ୟା। ଡିମେନସିଆ ରୋଗୀ ସାଧରଣତଃ ଗୋଟିଏ ଜିନିଷକୁ ଭୁଲି ଯାଆନ୍ତି। ସେମାନଙ୍କ ମଧ୍ୟଣେ ସ୍ମୃତି ଶକ୍ତି ହ୍ରାସ, ଭାବିବାରେ ଅସୁବିଧା, ସମାଧାନ ନହେବା ଏବଂ ଶବ୍ଦ ବାଛିବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଇଥାଏ। ତେବେ କାହିଁକି ହୋଇଥାଏ ଡିମେନସିଆ ରୋଗ? କେମିତି ନିଜ ସ୍ମୃତିଶକ୍ତି ବଢ଼ାଇପାରିବେ? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ'ଣ କହୁଛନ୍ତି ଆସନ୍ତୁ ଜାଣିବା