କାନରେ ସଂକ୍ରମଣ: କେମିତି ଭଲ ହେବ? | Ear Infections in Odia | Signs & Prevention | Dr Satyabrata Dash
About this video
ସାଧାରଣତଃ କାନରେ ସଂକ୍ରମଣ ହେଲେ କାନ ପାଚିବା, କାନରୁ ପୂଜ ବାହାରିବା, କାନ ଦରଜ ହେବା ଭଳି ସମସ୍ୟା ଦେଖାଦିଏ। କାନରେ ସଂକ୍ରମଣ ହେବାର କାରଣ କ’ଣ? ଏହା କେମିତି ଭଲ ହେବ? ଏନେଇ ଆସନ୍ତୁ ବିଶିଷ୍ଟ କର୍ଣ୍ଣ ନାଶା ଗଳା ବିଭାଗର ଡାକ୍ତର ସତ୍ୟବ୍ରତ ଦାଶ କ’ଣ କହୁଛନ୍ତି, ଜାଣିବା।