ଇନ୍ସୁଲିନ୍ ପ୍ରତିରୋଧ କ’ଣ? | Insulin Resistance: How to Treat? in Odia | Diabetes | Dr Sweekruti Jena
About this video
ଇନ୍ସୁଲିନ୍ ପ୍ରତିରୋଧ ମଧୁମେହର ଏକ ପୂର୍ବସୂଚକ। ଏହାର ପ୍ରାରମ୍ଭିକ ଲକ୍ଷଣ ହେଉଛି ବେକରେ କଳା ଦାଗ, ଚର୍ମ ଝୁଲିଯିବା ଏବଂ ଓଜନ ବୃଦ୍ଧି। ଯଦି ଆପଣ ଆପଣଙ୍କ ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ନ ଆଣନ୍ତି ତେବେ ମଧୁମେହ ହେବାର ଆଶଙ୍କା ବଢ଼ିଯାଏ। ଆସନ୍ତୁ, ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା।