କାହିଁକି ବଢୁଛି ଫୁସଫୁସ୍ କର୍କଟ? | Dr Sanjib Kumar Mishra on Lungs Cancer in Odia | Causes & Treatment
About this video
ଫୁସଫୁସର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଲେ ତାହା ଏକ ଟ୍ୟୁମରର ରୂପ ନେଇଥାଏ। ସେହି ଟ୍ୟୁମର ପରବର୍ତ୍ତୀ ସମୟରେ କର୍କଟ ରୋଗ ସୃଷ୍ଟି କରିଥାଏ। ତେବେ କେଉଁ କାରଣ ଯୋଗୁଁ ଫୁସଫୁସ୍ କର୍କଟ ହୋଇଥାଏ? ଏହାକୁ ଆମେ ରୋକି ପାରିବା କି? ବିଶିଷ୍ଟ କ୍ୟାନସର ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ମିଶ୍ରଙ୍କଠାରୁ ଏବିଷୟରେ ସବିଶେଷ ତଥ୍ୟ ଆସନ୍ତୁ ଜାଣିବା।