ମଧୁମେହ (ଡାଏବେଟିସ୍‌) ଲକ୍ଷଣ ଓ ଚିକିତ୍ସା | Diabetes Management in Odia | Dr Dhiraj Kumar Panda

Dr Dhiraj Kumar Panda16 February 202310:0226K views

About this video

ମଧୁମେହ ବା ଡାଏବେଟିସ୍‌ ଏବେ ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳୁଛି। ଏହାକୁ ନିୟନ୍ତ୍ରଣ କରିବାର ରାସ୍ତା ହେଉଛି ଜୀବନଶୈଳୀରେ ସୁସ୍ଥ ପରିବର୍ତ୍ତନ। ଆସନ୍ତୁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଧୀରଜ କୁମାର ପଣ୍ଡାଙ୍କଠାରୁ ଡାଏବେଟିସ୍‌ର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା।