Skip to main content

କ୍ୟାନ୍‌ସର ଚିକିତ୍ସାରେ କେମୋଥେରାପି । Dr Suman Das on Chemotherapy in Odia

Dr Suman Das9 August 20218:0520K views

About this video

କ୍ୟାନ୍‌ସର (କର୍କଟ) ଆକ୍ରାନ୍ତ କୋଷମାନଙ୍କ ବିକାଶ କରିବା ପାଇଁ ଯେଉଁ ଔଷଧ ପ୍ରୟୋଗ କରାଯାଏ ତାହାକୁ ’କେମୋଥେରାପି’ କୁହାଯାଏ। ଏଗୁଡ଼ିକ ଇଞ୍ଜେକ୍ସନ ଏବଂ ଟାବଲେଟ୍ ରୂପରେ ଉପଲବ୍ଧ। ତେବେ କ୍ୟାନ୍‌ସର ଚିକିତ୍ସାରେ କେମୋଥେରାପି କିଭଳି ସହାୟକ ହେଉଛି। ଏନେଇ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।