ପିଲାକୁ ସ୍ପର୍ଶ କଲେ ଡରୁଛି କି? | Tactile Defensiveness (TD) in Odia | Dr Anil Kumar Kabisatapathy

Dr Anil Kumar Kabisatapathy5 March 202211:523.4K views

About this video

ସ୍ପର୍ଶ ପ୍ରତିରୋଧତା ମୁଖ୍ୟତଃ ଶିଶୁମାନଙ୍କ ବିକାଶ ସମୟରେ ଦେଖାଯାଇଥାଏ। ଏଥିରେ ଶିଶୁଟି ବିଶେଷକରି ସ୍ପର୍ଶକୁ ଭୟ କରୁଥାଏ ଏବଂ କଷ୍ଟ ଅନୁଭବ କରେ, ଯାହା ଅନ୍ୟ ଶିଶୁମାନଙ୍କ କ୍ଷେତ୍ରରେ ସାଧାରଣ ଥାଏ। ଏହାଦ୍ଵାରା ଶିଶୁଟି ସ୍ପର୍ଶ ଭୟରେ କାହା ସହ ମିଶେ ନାହିଁ, ଖେଳନା ସହ ଖେଳେ ନାହିଁ। ଅନେକ ଶିଶୁ ଏହି ସମ୍ପର୍ଶ କାରଣରୁ ଅଧିକ ଡରି ଯାଇଥାଆନ୍ତି। ଆସନ୍ତୁ ଏ ବିଷୟରେ ପେଡିଆଟ୍ରିକ୍‌ ଅକ୍ୟୁପେସନାଲ ଥେରାପିଷ୍ଟ ଡାକ୍ତର ଅନିଲ କୁମାର କବିଶତପଥୀଙ୍କଠାରୁ ଅଧିକ ଜାଣିବା।