ଗର୍ଭାବସ୍ଥାରେ କେମିତି ନେବେ ଯତ୍ନ? | Complete Pregnancy Care in Odia | Dr Chinmayee Kar
About this video
ଏକ ସୁସ୍ଥ ଶିଶୁ ଜନ୍ମ ହେବା ପାଇଁ ଗର୍ଭାବସ୍ଥାରେ ମା’ର ଯତ୍ନ ନିହାତି ଦରକାର। ତେବେ, ଜଣେ ଗର୍ଭବତୀ ମହିଳା କେମିତି ନିଜର ଯତ୍ନ ନେବେ? ଗର୍ଭାବସ୍ଥାରେ କ’ଣ କରିବା ଉଚିତ, କ’ଣ କରିବେ ନାହିଁ? ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।