ଲଗାତାର କାଶ ହେଉଛି କି? | Coughing for Weeks? Know the Causes, in Odia | Dr Pragnyasri Priyadarshini
About this video
ଯଦି ୮ ସପ୍ତାହରୁ ଅଧିକ ଦିନ ଧରି କାଶ ଲାଗି ରହୁଛି, ତା’ ହେଲେ ଏହାକୁ ଦୀର୍ଘକାଳୀନ କାଶ ବା କ୍ରୋନିକ କଫ କୁହାଯାଏ। ଆଲର୍ଜି, ଆସ୍ଥମା, ଧୂମପାନ, ଫୁସ୍ଫୁସ୍ରେ ସଂକ୍ରମଣ, ପ୍ରଦୂଷଣ ବା ଧୂଳିଧୂଆଁ ଯୋଗୁଁ ମଧ୍ୟ ଅଧିକ ଦିନ ଧରି କାଶ ଲାଗି ରହିପାରେ। ଏହାକୁ ରୋକିବେ କିପରି? ଆସନ୍ତୁ, ବିଶିଷ୍ଟ ଫୁସ୍ଫୁସ୍ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାଶ୍ରୀ ପ୍ରିୟଦର୍ଶିନୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।