ମୁହଁରେ କଳାଦାଗ: କେମିତି ଦୂର ହେବ? | Melasma / Facial Pigmentation in Odia | Dr Hara Prasanna Tripathy

Dr Hara Prasanna Tripathy15 August 20238:31459K views

About this video

ଗର୍ଭଧାରଣ ପରେ ବା ଗୋଟେ ବୟସ ପରେ ଅଧିକାଂଶ ମହିଳାଙ୍କ ମୁହଁରେ କଳା ଦାଗ ହୋଇଥାଏ। ଏହା କପାଳରେ, ଗାଲରେ, ନାକରେ ହୋଇଥାଏ। ଏହାର ଚିକିତ୍ସା କ’ଣ? ଏହାକୁ ରୋକିବା ପାଇଁ କ’ଣ କ’ଣ କରାଯାଇ ପାରିବ? ଆସନ୍ତୁ ଏ ବିଷୟରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ହର ପ୍ରସନ୍ନ ତ୍ରିପାଠୀ କ’ଣ କହୁଛନ୍ତି, ଜାଣିବା।