ମହିଳାଙ୍କୁ ଫାଇବ୍ରଏଡ୍ କାହିଁକି ହୁଏ? | Fibroids in Women: Know the Symptoms in Odia | Dr Chinmayee Kar
About this video
ମହିଳାଙ୍କ ଗର୍ଭାଶୟରେ ହେଉଥିବା ଟ୍ୟୁମରକୁ ଫାଇବ୍ରଏଡ ବୋଲି କୁହାଯାଏ। ସାଧାରଣତଃ ଏହି ଟ୍ୟୁମର କ୍ୟାନସର ସୃଷ୍ଟି କରିନଥାଏ। ଯଦି ଫାଇବ୍ରଏଡସ ଏହାର ଚିକିତ୍ସା ନକରିବେ, ତେବେ ଏହା ବିଭିନ୍ନ ଜଟିଳତା ସୃଷ୍ଟି କରିପାରେ। ତେବେ ଫାଇବ୍ରଏଡ୍ କାହିଁକି ହୁଏ? ଏହାକୁ ଚିହ୍ନିବେ କେମିତି? ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।