ଆପଣ କେବେ ଅନୁତାପ କରିଛନ୍ତି? | How to Deal with Regret? in Odia | Sambit Nanda

Sambit Nanda4 March 202211:055.2K views

About this video

ସମସ୍ତେ ‘ଅନୁତାପ’ ଶବ୍ଦ ସହ ପରିଚିତ। କାରଣ ପ୍ରତି ମଣିଷ ‘ଅନୁତାପ’ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ମଧ୍ୟ। କିଏ ଚାକିରିକୁ ନେଇ, କିଏ ସମ୍ପର୍କକୁ ନେଇ ତ ଆଉ କିଏ ନିଜର ନିଷ୍ପତ୍ତିକୁ ନେଇ ‘ଅନୁତାପ’ କରିଥାନ୍ତି। ଅନୁତାପ କରିବା ଦ୍ଵାରା ମଣିଷ ମନକୁ ନକରାତ୍ମକ ଚିନ୍ତାଧାରା ଆନ୍ଦୋଳିତ କରିଥାଏ। କିଛି ହରାଇବାର ଦୁଃଖ ଆଉ ଜୀବନରେ ମିଳିଥିବା ବିଫଳତାକୁ ନେଇ ପଶ୍ଚାତାପ ମଣିଷ ମନକୁ ଅଧିକ ବିଚଳିତ କରିଦେଇଥାଏ। ଅନୁତାପରୁ ସକରାତ୍ମକ ଶିକ୍ଷା ଗ୍ରହଣ କଲେ ଆଗାମୀ ଭବିଷ୍ୟତ ସୁନ୍ଦର ହୋଇପାରିବ ବୋଲି କହିଛନ୍ତି ମନସ୍ତତ୍ଵବିତ ସମ୍ବିତ ନନ୍ଦ।