ଶୀତଦିନେ ତ୍ୱଚାର ଯତ୍ନ କିପରି ନେବେ? | Winter Skin Care Tips for Dry Skin in Odia | Dr T Sundar Sahoo

Dr T Sundar Sahoo8 November 20212:0116K views

About this video

ଶୀତଦିନେ ଥଣ୍ଡା ବଢ଼ିବା କାରଣରୁ ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷକରି ତ୍ୱଚା ଶୁଖିଯିବା କାରଣରୁ ଚର୍ମ କୁଣ୍ଡେଇ ହେବା, ତ୍ୱଚା ଶୁଖିଲା ପଡ଼ି ଧଳା ପଡ଼ିଯାଏ ବା ଶୀତଫୁଲା ଭଳି ସମସ୍ୟା ହୋଇଥାଏ। ଖାସ୍‌ କରି ଶୀତଦିନେ ନିଜ ତ୍ୱଚାର ଯତ୍ନ କିପରି ନେବେ, ଆସନ୍ତୁ ଜାଣିବା ଚର୍ମ ରୋଗ ବିଶେଷଜ୍ଞ ଟି ସୁନ୍ଦର ସାହୁଙ୍କଠାରୁ। The skin becomes dry and rough due to the cold in winter. As a result, various skin problems appear. Dry skin, This can leave your skin looking a lot less radiant than normal. Let's find out how to take care of your skin in the winter season from Dr T Sundar Sahoo, a Dermatologist.