Skip to main content

ରାତିରେ ବାରମ୍ବାର ନିଦ ଭାଙ୍ଗିବାର କାରଣ କ’ଣ? | What causes Sleep Apnea? in Odia | Dr Debasis Behera

Dr Debasis Behera19 July 20263:15205 views

About this video

ରାତିରେ ଶୋଇବା ବେଳେ ଅନେକ ସମୟରେ ବାରମ୍ବାର ନିଦ ଭାଙ୍ଗିଥାଏ। ଏହା ପ୍ରଭାବରେ ଦିନସାରା ନିଦ ଲାଗିବା, ହାଲିଆ ଲାଗିବା ଭଳି ଅନୁଭବ ହୁଏ। ମାତ୍ର ୪ ସପ୍ତାହରୁ ଅଧିକ ଦିନ ଯାଏଁ ରାତିରେ ନିଦ ହେବାରେ ଅସୁବିଧା ହେଲେ ନିଦ୍ରାହୀନତା ହେବାର ଆଶଙ୍କା ରହିଥାଏ। ଯାହାକୁ ସ୍ଲିପ୍‌ ଆପ୍‌ନିଆ ବୋଲି କୁହାଯାଏ। ଏନେଇ ବିଶିଷ୍ଟ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ବେହେରା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ରାତିରେ ବାରମ୍ବାର ନିଦ ଭାଙ୍ଗିବାର କାରଣ କ’ଣ? Sleep Apnea is a sleep disorder in which the patient stops breathing for a few seconds while sleeping and this happens several times throughout the night. Risk factors include obesity, family history, and age. What are the causes of Sleep Apnea? Let's learn more from Dr Debasis Behera, a Pulmonologist. What causes Sleep Apnea? in Odia