ଗର୍ଭାଶୟରୁ ଅସ୍ୱାଭାବିକ ରକ୍ତସ୍ରାବ ହେଉଛି କି? | Abnormal Uterine Bleeding, in Odia | Dr Shilpa Mishra
About this video
ପିରିୟଡ୍ସ ବେଳେ ଅସ୍ୱାଭାବିକ ରକ୍ତସ୍ରାବ ହେବା ଚିନ୍ତାର ବିଷୟ। ଏହା ବିଭିନ୍ନ କାରଣ ଯୋଗୁଁ ହୋଇପାରେ। ଆସନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ରଙ୍କଠାରୁ ଏହାର କାରଣ ଏବଂ ଚିକିତ୍ସା ବିଷୟରେ ଜାଣିବା।