ଟାଣ ଖରାରୁ: କିପରି ପାଇବେ ରକ୍ଷା? | Sunstroke: How to protect yourself? in Odia | Dr Sudhir Patnaik
About this video
ବଢ଼ିବାରେ ଲାଗିଛି ତାତି। ଏହି ସମୟରେ ଅଧିକାଂଶ ଲୋକଙ୍କୁ ଅଂଶୁଘାତ ବା ସନ୍ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଛି। ସନ୍ଷ୍ଟ୍ରୋକ୍ ହେଲେ ମୁଣ୍ଡ ବୁଲାଇବା, ବାନ୍ତି ହେବା ଭଳି ଅନେକ ଲକ୍ଷଣ ଦେଖାଦିଏ। ତେଣୁ, ଖରାଦିନେ ନିଜକୁ ହାଇଡ୍ରେଟ୍ ରଖିବା ଜରୁରୀ। ଆସନ୍ତୁ ଏବିଷୟରେ ଅଧିକ ଜାଣିବା ଭେଷଜ ବିଶେଷଜ୍ଞ ଡାକ୍ତର ସୁଧୀର ପଟ୍ଟନାୟକଙ୍କଠାରୁ।