Skip to main content

ଗର୍ଭାବସ୍ଥାରେ ପାଣି ଲିକ୍‌ ହେଲେ କ’ଣ କରିବେ? | Water Leakage during Pregnancy | Dr Anamika Mishra

Dr Anamika Mishra17 March 202610:007.5K views

About this video

ଗର୍ଭାବସ୍ଥାରେ ପାଣି ଲିକ୍‌ କରିବାର ଅର୍ଥ ହେଉଛି ଡେଲିଭରି ଆରମ୍ଭ ହେବାର ସଙ୍କେତ। ପାଣି ହଠାତ୍‌ ଧୀରେ ଧୀରେ କିମ୍ବା ଅଧିକ ପରିମାଣରେ ବାହାରିପାରେ। ଏମିତି ହେଲେ, ଗର୍ଭବତୀ ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ। ଆସନ୍ତୁ, ଏନେଇ ଅଧିକ ଜାଣିବା ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅନାମିକା ମିଶ୍ରଙ୍କଠାରୁ, ଏହି ଭିଡିଓରେ।