ଅଚାନକ ହାର୍ଟ ଆଟାକ୍ ହେଲେ କେମିତି ଜାଣିବେ? | Symptoms of Heart Attack in Odia | Dr Lingaraj Nath
About this video
ବର୍ତ୍ତମାନ ସମୟରେ ହୃଦ୍ଘାତ ଭଳି ସାଂଘାତିକ ରୋଗ ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ହୃଦ୍ଘାତ ହେବାର କିଛି ସମୟ ପୂର୍ବରୁ କେତେକ ଲକ୍ଷଣ ଦେଖାଦେଇଥାଏ। କିନ୍ତୁ କେତେକ ସମୟରେ ଏହାର କୌଣସି ଲକ୍ଷଣ ଜଣାପଡ଼େନାହିଁ। ତେଣୁ ଉଚ୍ଚ ରକ୍ତଚାପ ରୋଗୀ ଓ ଡାଏବୋଟିସ୍ ରୋଗୀଙ୍କୁ ହାର୍ଟଜନିତ କୌଣସି ସମସ୍ୟା ଦେଖାଦିଏ, ତେବେ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଆସନ୍ତୁ, ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ନାଥଙ୍କଠାରୁ ଏନେଇ ଅଧିକ ଜାଣିବା । ଅଚାନକ ହୃଦ୍ଘାତ ହେଲେ କେମିତି ଜାଣିବେ? Heart Attack occurs when blood flows to a part of the heart is blocked, usually by a blood clot, causing damage to the heart muscle. A sedentary lifestyle, unhealthy diet, obesity, and lack of physical exercise are common risk factors for Heart Attacks. What are the symptoms of Heart Attack? Let’s learn more from Dr Lingaraj Nath, an Interventional Cardiologist. What are the symptoms of Heart Attack? in Odia