ହେପାଟାଇଟିସ୍-ବି: କାରଣ, ଲକ୍ଷଣ ଓ ଚିକିତ୍ସା | Hepatitis B: How to Treat? in Odia | Dr Samir Kumar Hota

Dr Samir Kumar Hota23 November 20246:006.9K views

About this video

ହେପାଟାଇଟିସ୍-ବି ହେଉଛି ହେପାଟାଇଟିସ୍ ବି ଭାଇରସ୍ (ଏଚ୍‌ବିଭି) ଦ୍ଵାରା ସୃଷ୍ଟି ହେଉଥିବା ଜୀବାଣୁ ସଂକ୍ରମଣ ଯାହା ଲିଭର ବା ଯକୃତକୁ ପ୍ରଭାବିତ କରେ। ଏହି ସଂକ୍ରମଣ ଦ୍ୱାରା ଲିଭର ସିରୋସିସ୍‌, ଲିଭର କ୍ୟାନ୍‌ସର ଭଳି ସମସ୍ୟା ହୋଇପାରେ। ହେଲେ ଟିକାକରଣ ଦ୍ୱାରା ହେପାଟାଇଟିସ୍‌କୁ ରୋକାଯାଇପାରିବ। ଆସନ୍ତୁ, ପେଟ ରୋଗ ବିଶେଷଜ୍ଞ ଡାକ୍ତର ସମୀର କୁମାର ହୋତାଙ୍କଠାରୁ ହେପାଟାଇଟିସ୍-ବି’ର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।