ଆଣ୍ଠୁ ସର୍ଜିରି ପରେ ଇନ୍‌ଫେକ୍ସନ୍‌: ରୋକିବେ କିପରି? | Post Knee Replacement Infection | Dr Dibya Singha

Dr Dibya Singha13 September 20257:58758 views

About this video

ଆଣ୍ଠୁ ପ୍ରତିରୋପଣ ପରେ କେତେକ ବ୍ୟକ୍ତିଙ୍କଠାରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଏହାକୁ ପରିଚାଳନା କେମିତି କରିହେବ ଏବଂ ଏହି ସଂକ୍ରମଣକୁ କେମିତି ରୋକିବା, ଆସନ୍ତୁ ବିଶିଷ୍ଟ ଡାକ୍ତର ଦିବ୍ୟ ସିଂଘଙ୍କଠାରୁ ଅଧିକ ଜାଣିବା।