Skip to main content

ଆଣ୍ଠୁ ଯନ୍ତ୍ରଣା ପାଇଁ ୫ଟି ଟିପ୍ସ | 5 Tips to avoid Knee Pain in Odia | Dr Jyoti Ranjan Parida

Dr Jyoti Ranjan Parida6 June 20263:11855 views

About this video

ବୟସ ବଢିବା ସହ ଆଣ୍ଠୁଗଣ୍ଠି ବ୍ୟଥା ଦୈନନ୍ଦିନ ଜୀବନରେ ଏକ ସାଧାରଣ କଥା। କିନ୍ତୁ ବର୍ତ୍ତମାନ ଯୁବାବସ୍ଥାରୁ ହିଁ ଆଣ୍ଠୁଗଣ୍ଠି ବ୍ୟଥା ଏକ ଜଟିଳ ସମସ୍ୟା ପାଲଟିଲାଣି। ସଠିକ୍ ସମୟରେ ଏଥି ପ୍ରତି ଦୃଷ୍ଟି ଦେଇ ଚିକିତ୍ସା ସହ କେତୋଟି ଦିଗ ପ୍ରତି ଦୃଷ୍ଟି ଦେଲେ ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ଏଡ଼ାଇ ଦେଇପାରିବେ। ଆଣ୍ଠୁ ଯନ୍ତ୍ରଣାରୁ କିପରି ମୁକ୍ତି ପାଇବେ? ଆସନ୍ତୁ, ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। କ'ଣ କଲେ ଆଣ୍ଠୁ ଯନ୍ତ୍ରଣା ହେବ ନାହିଁ? Knee pain is a condition where discomfort or stiffness develops in or around the knee joint, making movement difficult and affecting people of all ages. For some, it comes with aging, while for others it may be due to injury, arthritis, or excess weight. How to prevent Knee Pain? Let's learn more from Dr Jyoti Ranjan Parida, a Rheumatologist. How to prevent Knee Pain? in Odia