କାହିଁକି ହୁଏ ହାର୍ଟ ଆଟାକ୍? | Heart Attack: Causes, Symptoms & Prevention in Odia | Dr J K Padhi
About this video
ହୃତ୍ପିଣ୍ଡ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶରୀରର ପ୍ରତ୍ୟେକ କୋଷ, ଟିସୁ ଏବଂ ଅଙ୍ଗକୁ ରକ୍ତ ସଂଚାଳନା କରିଥାଏ ହୃତ୍ପିଣ୍ଡ। ବିଭିନ୍ନ କାରଣରୁ ହୃତ୍ପିଣ୍ଡ ନିଜ କାର୍ଯ୍ୟ କରିବାରେ ଅସମର୍ଥ ହେଲେ ହୋଇଥାଏ ହାର୍ଟ ଆଟାକ୍। ତେବେ ହାର୍ଟ ଆଟାକ୍ ହେବାର କାରଣ କ'ଣ? ଏହାର ଲକ୍ଷଣ ଓ ନିରାକରଣ ଉପରେ ଡାକ୍ତର ଜେ. କେ ପାଢ଼ୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। -------------------------------------------------------