କ୍ଲବ୍ ଫୁଟ୍‌ - ଶିଶୁଙ୍କ ବଙ୍କା ପାଦର ଚିକିତ୍ସା | Dr. Bibhudutta Sahoo on Clubfoot in Odia

Dr Bibhudutta Sahoo29 June 20209:212.8K views

About this video

କ୍ଲବ୍ ଫୁଟ୍ ବା ବଙ୍କା ପାଦ। ଏହି ସମସ୍ୟା ଶିଶୁ ଜନ୍ମରୁ ଦେଖାଦେଇଥାଏ। ଏହାର ଚିକିତ୍ସା ସମ୍ଭବ ବୋଲି ଏବେବି ଅନେକ ଜାଣି ନାହାନ୍ତି। ଶିଶୁର ଏହି ସମସ୍ୟା ଥିଲେ ଶୀଘ୍ର ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ। ବଙ୍କା ପାଦ(କ୍ଲବ ଫୁଟ୍‌) କ'ଣ? ପିଲାବେଳୁ ଏହାର ଚିକିତ୍ସା କାହିଁକି ଦରକାର? ଏହାକୁ ନେଇ ପେଡିଆଟ୍ରିକ ଅର୍ଥୋପେଡିକ୍ ସର୍ଜନ ଡାକ୍ତର ବିଭୁଦତ୍ତ ସାହୁ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।