ଦୁର୍ବଳ ହାଡ଼ ଅଷ୍ଟିଓପୋରସିସର ଲକ୍ଷଣ | Dr Smarajit Patnaik On Osteoporosis in Odia | Symptoms & Prevention

Dr Smarajit Patnaik On Osteoporosis20 February 202110:5112K views

About this video

ଅଷ୍ଟିଓପୋରସିସ୍ ଏକ ବୟସଜନିତ ହାଡ଼ ରୋଗ। ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହୋଇ, ହାଡ଼ ଦୁର୍ବଳ ହୋଇପଡ଼େ? ଫଳରେ ଅଳ୍ପ ଆଘାତରେ ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଥାଏ। ତେବେ ଅଷ୍ଟିଓପୋରସିସ୍ ହେବାକୁ ଆମେ କେମିତି ରୋକିପାରିବା? ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସ୍ମରଜିତ ପଟ୍ଟନାୟକ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।