ଅଣ୍ଟା ବିନ୍ଧା କେମିତି ଭଲ ହେବ? | Treatment of Back Pain in Odia | Spinal Pain | Dr Rajendra Sahoo

Dr Rajendra Sahoo7 October 20238:2474K views

About this video

ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ବୟସ୍କ ଯାଏଁ, ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଅଣ୍ଟା ବିନ୍ଧା ସମସ୍ୟା। ଆଧୁନିକ ଜୀବନଶୈଳୀ ଏବଂ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହିବା ଯୋଗୁଁ ଏହି ସମସ୍ୟା ବଢ଼ିବାରେ ଲାଗିଛି। ତେବେ ଅଣ୍ଟା ବିନ୍ଧା କେମିତି ଭଲ ହେବ? ସ୍ପାଇନ୍ ଆଣ୍ଡ୍ ପେନ୍ ସ୍ପେଶାଲିଷ୍ଟ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ଏହି ଭିଡିଓରେ ରହିଛି