ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ: କାରଣ, ଲକ୍ଷଣ ଓ ଚିକିତ୍ସା | Dr. Jyoti Ranjan Parida on Arthritis, in Odia
About this video
ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ। ଏହି ରୋଗର ବିଭିନ୍ନ ପ୍ରକାର ଭେଦ ରହିଛି। ରୋଗର ବିଭିନ୍ନ ପ୍ରକାରକୁ ନେଇ ଭିନ୍ନ ଭିନ୍ନ ଚିକିତ୍ସା କରାଯାଇଥାଏ। ତେବେ ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗର ଲକ୍ଷଣ କ'ଣ? ଏହା କାହାକୁ ହୋଇଥାଏ ଏବଂ କ'ଣ ରହିଛି ଏହାର ଚିକିତ୍ସା? ଆସନ୍ତୁ ଜାଣିବା ଏନେଇ କ'ଣ କହୁଛନ୍ତି ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା।