ପିଏମ୍ଓଏସ୍ (ପିସିଓଏସ୍) ଯୋଗୁଁ ଗର୍ଭଧାରଣରେ କ’ଣ ସମସ୍ୟା ହୁଏ? | PMOS/ PCOS & Pregnancy | Dr Alakta Das
About this video
ପିଏମ୍ଓଏସ୍ (ପିସିଓଏସ୍) ବା ପଲିଏଣ୍ଡୋକ୍ରାଇନ୍ ମେଟାବୋଲିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ପ୍ରକାର ହରମୋନ୍ ଜନିତ ସମସ୍ୟା। ଯଦି କୌଣସି ମହିଳାଙ୍କଠାରେ ଏହି ସମସ୍ୟା ଦେଖାଦିଏ ତେବେ ପିରିୟଡ୍ସରେ ଅନିୟମିତତା ଏବଂ ଗର୍ଭଧାରଣରେ ଅସୁବିଧା ହୋଇଥାଏ। କିନ୍ତୁ ସୁସ୍ଥ ଜୀବନଶୈଳୀ, ଖାଦ୍ୟପେୟରେ ପରିବର୍ତ୍ତନ ଏବଂ ଡାକ୍ତରଙ୍କ ପରାମର୍ଶ ଦ୍ୱାରା ପିଏମ୍ଓଏସ୍କୁ ପରିଚାଳନା କରାଯାଇପାରିବ। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସଙ୍କଠାରୁ ପିଏମ୍ଓଏସ୍ ଏବଂ ଗର୍ଭାବସ୍ଥା ବିଷୟରେ ଅଧିକ ଜାଣିବା। ପିଏମ୍ଓଏସ୍ (ପିସିଓଏସ୍) ଯୋଗୁଁ ଗର୍ଭଧାରଣରେ କ’ଣ ସମସ୍ୟା ହୁଏ? Women with PCOS/ PMOS may experience irregular ovulation, hormonal imbalance & insulin resistance, which can affect fertility. Once you conceive, it becomes even more important to follow medical advice closely, as PMOS may increase certain risks that require regular monitoring. What problems can occur during pregnancy due to PCOS/ PMOS? Let's learn more from Dr Alakta Das, a Gynaecologist. What problems can occur during pregnancy due to PCOS/ PMOS? in Odia