ଅଲଜାଇମର: କାହିଁକି ହୁଏ? | Alzheimer's Disease in Odia | Causes & Treatment | Dr Amlan Tapan Mohapatra

Dr Amlan Tapan Mohapatra23 September 20256:071.3K views

About this video

ଅଲଜାଇମର ଏକ ପ୍ରକାର ରୋଗ, ଯେଉଁଥିରେ ବ୍ୟକ୍ତିଙ୍କର ମନେ ରଖିବା ଶକ୍ତି କମିଯାଏ, ଧୀରେ ଧୀରେ ବ୍ୟକ୍ତି ନିଜର ନିତିଦିନିଆ କାର୍ଯ୍ୟ କରିବାକୁ ଭୁଲିଯାଏ। ଏହା କାହିଁକି ହୁଏ? ଆସନ୍ତୁ ନ୍ୟୁରୋଲୋଜିଷ୍ଟ ଡାକ୍ତର ଅମ୍ଳାନ ତପନ ମହାପାତ୍ରଙ୍କଠାରୁ ଏନେଇ ଅଧିକ ଜାଣିବା।