ଯୋନିରେ ସଂକ୍ରମଣ କାହିଁକି ହୁଏ? | Dr Shilpa Mishra on Vaginal yeast Infection in Odia | Sign & Symptoms

Dr Shilpa Mishra26 October 20217:02194K views

About this video

ଅଧିକାଂଶ ମହିଳାଙ୍କର ଯୋନି କୁଣ୍ଡାଇ ହେବା, ଲାଲ୍‌ ପଡ଼ିଯିବା, ଧଳାସ୍ରାବ, ଦୁର୍ଗନ୍ଧଯୁକ୍ତ ସ୍ରାବ ଓ ପରିସ୍ରା ପୋଡ଼ା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହି ସମସ୍ତ ସମସ୍ୟା ସଂକ୍ରମଣ ହେତୁ ହୋଇଥାଏ। ତେବେ ଏଭଳି ସମସ୍ୟା କାହିଁକି ହୋଇଥାଏ, ଏହାର ଚିକିତ୍ସା ଓ ନିରାକରଣ ବିଷୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।