ଆର୍ଥ୍ରାଇଟିସ୍ ରୋଗ ଓ ଚିକିତ୍ସା | Dr. Basanta Kumar Behera - Arthritis Symptoms and Treatment in Odia
About this video
ଆର୍ଥ୍ରାଇଟିସ୍ ରୋଗ ଯୋଗୁଁ ଆମ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯାଏ। ଆଣ୍ଠୁ ବ୍ୟଥା, ଅଣ୍ଟା ବିନ୍ଧା, କହୁଣୀ ବ୍ୟଥା (ଟେନିସ୍ ଏଲବୋ), ସ୍ପଣ୍ଡିଲାଇଟିସ୍। ଠିକ୍ ସମୟରେ ଏହି ସମସ୍ୟାର ସଠିକ୍ ଚିକିତ୍ସା ନକଲେ ପରିସ୍ଥିତି ଜଟିଳ ହୋଇପାରେ। ଏମିତିକି ସର୍ଜରୀ ଜରିଆରେ ଆଣ୍ଠୁ ପ୍ରତିରୋପଣ କରିବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏହି ସମସ୍ତ ସମସ୍ୟାର ଚିକିତ୍ସା ସମ୍ପର୍କରେ କ'ଣ କହୁଛନ୍ତି ବିଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ବେହେରା।