ଆପଣଙ୍କ ଛୁଆ ଖାଉନି କି? ଜାଣନ୍ତୁ କ'ଣ ହୋଇପାରେ କାରଣ | Poor Appetite in Children | Dr Subhrajit Parida
Dr Subhrajit Parida17 October 20269:27399 views
About this video
ଛୋଟପିଲାଙ୍କୁ ଭୋକ ନହେବା ଏକ ସାଧାରଣ ସମସ୍ୟା। ଅନେକ ଚେଷ୍ଟା ପରେ ମଧ୍ୟ କେତେକ ପିଲା ସଠିକ୍ ପରିମାଣର ଖାଦ୍ୟ ଖାଆନ୍ତି ନାହିଁ। ଯାହାଫଳରେ ପିଲାର ମାନସିକ ଓ ଶାରିରୀକ ବିକାଶ ଉପରେ ପ୍ରଭାବ ପକାଇଥାଏ। ଏହାର ଅନେକ କାରଣ ରହିଛି। ଯଦି ପିଲାକୁ ଭୋକ ହେଉନାହିଁ ଏବଂ ବୟସ ଅନୁସାରେ ଓଜନ କମ୍ ରହିଛି, ତେବେ ଏଥିପ୍ରତି ଅବହେଳା ନକରି ତୁରନ୍ତୁ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଛୋଟପିଲାଙ୍କୁ ଭୋକ ନହେବାର କାରଣ କ’ଣ? ଆସନ୍ତୁ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରଜିତ ପରିଡ଼ାଙ୍କଠାରୁ ଏନେଇ ଅଧିକ ଜାଣିବା।