କାହିଁକି ହୁଏ ଡିପ୍ରେସନ୍? | Dr Satyakam Mohapatra on Depression in Odia | Causes & Prevention
About this video
ମନ ସମସ୍ତଙ୍କ ଦୁଃଖ ହୁଏ। ଯଦି ଆପଣଙ୍କ ମନ ଦୁଇ ସପ୍ତାହରୁ ଅଧିକ ସମୟ ଯାଏଁ ଦୁଃଖ ରହୁଛି ଏବଂ ଏଥିପାଇଁ ଆପଣଙ୍କ ନିତିଦିନିଆ ଜୀବନରେ ବ୍ୟଘାତ ଘଟୁଛି ତେବେ ଏହା ଏକ ମାନସିକ ସମସ୍ୟା ହୋଇପାରେ। ଏହାକୁ ମାନସିକ ଅବସାଦ ବା ଡିପ୍ରେସନ ବୋଲି କୁହାଯାଏ। ସାରା ବିଶ୍ୱ ମଧ୍ୟରୁ ଭାରତରେ ସବୁଠୁ ଅଧିକ ଡିପ୍ରେସନର ଶୀକାର ହେଉଛନ୍ତି। ତେବେ କାହିଁକି ହୁଏ ଡିପ୍ରେସନ? ଏହି ଅବସ୍ଥାରୁ କେମିତି ମୁକୁଳିବେ? ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର ଏନେଇ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ମାନସିକ ଅବସାଦ (ଡିପ୍ରେସନ୍) କ'ଣ? ଡିପ୍ରେସନର ଲକ୍ଷଣ ଡିପ୍ରେସନ୍ ରୋଗର କାରଣ କ'ଣ? ଡିପ୍ରେସନ୍ ରୋଗର ଚିକିତ୍ସା ଡିପ୍ରେସନର ନିରାକରଣ ଡାକ୍ତର ସତ୍ୟକାମ ମହାପାତ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ। ବିଭିନ୍ନ ମାନସିକ ରୋଗ ଓ ଏହାର ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମହାପାତ୍ର କଟକରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 8895293997 ନମ୍ବରରେ କଲ୍ କରିପାରିବେ। Dr Satyakam Mohapatra is a well-known Psychiatrist in Odisha. He has deep experience in the Treatment of different mental illnesses. Dr Mohapatra currently resides in Cuttack. You can contact him on 8895293997. If you are feeling sad for more than two weeks and it disrupts your daily life, it may can be a clinical problem. This is called depression. So What are Causes of Depression? How can we treat this condition? Let’s find out from Psychoneurologist Dr Satyakam Mohapatra has to say. What is Depression? Symptoms of Depression Causes of Depression Treatment of Depression Prevention of Depression