ଅଣ୍ଟା ବିନ୍ଧାରୁ ଉପଶମ ପାଇଁ ଯୋଗାସନ | Yoga to relief Back Pain in Odia | Pratyush Ranjan Ray
About this video
ଆଜିକାଲି ଅଣ୍ଟା ବିନ୍ଧା ହେଉଛି ଅଧିକାଂଶ ଲୋକଙ୍କର ସମସ୍ୟା। ଯୁବାସ୍ଥାରେ ମଧ୍ୟ ଅଣ୍ଟା ବିନ୍ଧା ସମସ୍ୟା ଦେଖିବାକୁ ମିଳୁଛି। ଜୀବନଶୈଳୀରେ କେତେକ ପରିବର୍ତ୍ତନ ଓ କେତେକ ଯୋଗାସନ କରି ଜଣେ ବ୍ୟକ୍ତି ଅଣ୍ଟା ବିନ୍ଧା ସମସ୍ୟାରୁ ଉପଶମ ପାଇପାରିବ। ଆସନ୍ତୁ ଯୋଗ ବିଶେଷଜ୍ଞ ପ୍ରତ୍ୟୁଷ ରଞ୍ଜନ ରାୟଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।