ଗଣ୍ଠିବଥା: କାରଣ ଓ ଚିକିତ୍ସା | Joint Pain in Odia | Treatments & Prevention | Dr M Jagatjit
About this video
ସାଧାରଣତଃ ଯେକୌଣସି ବୟସରେ ଗଣ୍ଠିବଥା ହୋଇପାରେ। ଶରୀରର ଯେକୌଣସି ଗଣ୍ଠି ପ୍ରଭାବିତ ହୋଇପାରେ। ଆସନ୍ତୁ ବିଶିଷ୍ଟ ଆଣ୍ଠୁ ରୋଗ ବିଶେଷଜ୍ଞ ଡାକ୍ତର ଏମ୍ ଜଗତଜିତ କ’ଣ କହୁଛନ୍ତି ସେ ବିଷୟରେ ଅଧିକ ଜାଣିବା।