ନଖର ଯତ୍ନ କିପରି ନେବେ? | How to take care of your Nails? in Odia | Dr Kishan Kumar Agarwal
About this video
ଅଧିକାଂଶ ଲୋକଙ୍କର ଅଭ୍ୟାସ ଥାଏ, ନଖକୁ ଦାନ୍ତରେ ଛିଣ୍ଡାଇବା, ନଖକୁ ସଠିକ ଭାବରେ ନ କାଟିବା ଏବଂ ନଖ ବଡ଼ ରଖିବା। ଏହାଦ୍ୱାରା ନଖରେ ଜୀବାଣୁ ସୃଷ୍ଟି ହୋଇଥାନ୍ତି। କେବଳ ସେତିକି ନୁହଁ, ନଖ ବଢ଼େଇବା ଦ୍ୱାରା କଣ ନଖା ଏବଂ ନଖ ଭାଙ୍ଗିଯିବାର ମଧ୍ୟ ଆଶଙ୍କା ରହିଛି। ନଖର ଯତ୍ନ କେମିତି ନେବେ? ଆସନ୍ତୁ ଜାଣିବା ବିଶିଷ୍ଟ ତ୍ୱଚା ରୋଗ ବିଶେଷଜ୍ଞ ଡାକ୍ତର କିଶନ କୁମାର ଅଗ୍ରଓ୍ୱାଲଙ୍କଠାରୁ। ନଖର ଯତ୍ନ କିପରି ନେବେ? Nail care is vital for maintaining overall health and hygiene. Proper nail care prevents infections, such as fungal or bacterial conditions, which can cause pain and discomfort. How to take care of your nails? Let's learn more from Dr Kishan Kumar Agarwal, a Dermatologist. How to take care of your Nails? in Odia