କେମିତି ବୁଝିବା କ୍ୟାନସର ରୋଗୀଙ୍କ ମନ? | Mental Health Care for Cancer Patients in Odia
Dr Devi Prasad Mohanty4 June 20205:53445 views
About this video
କ୍ୟାନସର ହେଲେ ରୋଗୀମାନେ ଭାଙ୍ଗିପଡ଼ନ୍ତି। ଚିନ୍ତାଗ୍ରସ୍ତ ହୋଇ ସେମାନଙ୍କଠାରେ ମାନସିକ ରୋଗ ଦେଖାଦେଇଥାଏ। ଏଥିପାଇଁ ସେମାନଙ୍କର ମନ କଥା ବୁଝିବା ଦରକାର। ସେମାନେ ଯେଭଳି ନିଃସଙ୍ଗ ମନେ ନକରନ୍ତି କିମ୍ବା ମୃତ୍ୟୁ ଭୟରେ ଅଧିକ ଭାଙ୍ଗିନପଡ଼ନ୍ତି, ସେପ୍ରତି ଧ୍ୟାନ ଦେବା ଆବଶ୍ୟକ। ତେବେ କେମିତି ବୁଝିବେ କ୍ୟାନସର ରୋଗୀଙ୍କ ମନ? ଏନେଇ ସାଇକୋ-ଅଂକୋଲୋଜିଷ୍ଟ ଡାକ୍ତର ଦେବୀ ପ୍ରସାଦ ମହାନ୍ତି କ'ଣ କହୁଛନ୍ତି ଆସନ୍ତୁ ଜାଣିବା।